About

ହିନ୍ଦୀ, ଇଂରାଜୀ, ତେଲୁଗୁ, ତାମିଲ, ବଙ୍ଗଳା ଆଦି ଭାରତୀୟ ଭାରତୀୟ ଭାଷାରେ ଅନେକ ଭିଡ଼ିଓ ୟୁ-ଟ୍ୟୁବ୍‌ରେ ଏବଂ ଅନେକ ବ୍ଲଗ୍‌ରେ ଉପଲବ୍ଧ ଅଛି । ମାତ୍ର ଓଡ଼ିଆରେ ସେତେ ଅଧିକ ସଂଖ୍ୟକ ଭିଡ଼ିଓ  କିମ୍ବା ବ୍ଲଗ୍ ଉପଲବ୍ଧ ନାହିଁ । ସେଥିପାଇଁ ଓଡ଼ିଆରେ କିଛି ଶିକ୍ଷାଭିତ୍ତିକ ଭିଡ଼ିଓ ତିଆରି କରି ଏହି ଚ୍ୟାନେଲ ମାଧ୍ୟମରେ ସଭିଙ୍କ ପାଖରେ ପ‌ହଞ୍ଚାଇବା ଏହି ଉଦ୍ୟମ କରିଛି ।

"ଓଡ଼ିଆ ଗୁରୁ", ଓଡ଼ିଆରେ ପଢ଼ାଇବା ପାଇଁ ଏକ ଅନ୍‌ଲାଇନ୍ ଶିକ୍ଷା ବ୍ୟବସ୍ଥାର ପ୍ରୟାସ । କିଛି ପାଠକୁ ଭିଡ଼ିଓ କରି ୟୁ-ଟ୍ୟୁବ୍‌ରେ ଅପଲୋଡ଼୍ କରାଯିବ । ଫଳରେ ପିଲାମାନେ ତାକୁ ମାଗଣାରେ ପଢ଼ିବା ପାଇଁ ବ୍ୟବ‌ହାର କରିପାରିବେ । ଏଥିସ‌ହ ବ୍ଲଗ୍‌ ସାହାଯ୍ୟରେ ଅନେକ କିଛି ଶିକ୍ଷା କରିପାରିବେ ।


______________


There are a number of Lecture related topic available on the Internet in various languages. If we talk about the Indian languages, there are full of videos and blogging sites containing educational topics. But, there is so such facilities available for Odia Language. That's why I have started this to make some videos and upload them to YouTube on a regular basis. The contents of the videos must be in Odia Language. 

Even I started writing those in this blog for more clarification. But the bolog contents won't be in fully Odia. Because, Odia is not fully supported by the Google, tha't why I have to write some bit in Odia and other in English. Yes, for every blog, there should be a video if it is necessary.